ମାନସ ଲୋକଶକ୍ତି ଦଳ

ଦଳର ଉଦେଶ୍ୟ ଓ ଲକ୍ଷ୍ୟ

ସମାଜରେ ଦୁର୍ନୀତି, ଶୋଷଣ ଓ ଅନ୍ୟାୟ ବିରୋଧରେ ଯିଏ ସ୍ଵର ଉତୋଳନ କରିଛି, ତାକୁ କୌଣସି ନା କୌଣସି କ୍ଷେତ୍ରରେ ସଡଯନ୍ତ୍ର କରି ଦମନ କରାଯାଇଛି | ତେଣୁ ବହୁବର୍ଷ ଧରି ଶ୍ରୀଯୁକ୍ତ ମାନସ ଦାସ ଏହି ସବୁ ଅନୀତି ପଥକୁ ବିରୋଧ କରୁଥିବାରୁ ତାଙ୍କୁ ଅନେକ ଦୁଖଃ କଷ୍ଟ ଭୋଗିବାକୁ ପଡିଛି | ସେଥିପାଇଁ ଦରିଦ୍ର, ସର୍ବହରା, ବ୍ୟକ୍ତିମାନଙ୍କ ସହଯୋଗ କ୍ରମେ ଏକ ରାଜନୈତିକ ଦଳ, ମାନସ ଲୋକଶକ୍ତି ଦଳ ଗଠନ କରାଯାଇଛି |

ଏହି ଦଳର ମୁଖ୍ୟ ଲକ୍ଷ୍ୟ ହେଲା ଭାରତ ମାତା ଏବଂ ତାର ସନ୍ତାନ ମାନଙ୍କୁ ଏହିଭଳି ଭୟଙ୍କର ରୋଗରୁ ମୁକ୍ତକରି ୭୭ ବର୍ଷର ପରାଧୀନ ଭାରତ ମାତାକୁ ସ୍ଵାଧୀନତାର ଶାନ୍ତି ଦେଇ ମାଟି ମା ର ଦୁଃଖୀ ସନ୍ତାନ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇବା |

Shri Manas Ranjan Das (Manas das)

ପ୍ରତିଷ୍ଠାତା ଏବଂ ସଭାପତି
Manas Lokshakti Dal